ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି`l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଧ ସୋଲାର ପ୍ୟାନେଲ ସଂଯୋଗ କରି ରେକର୍ଡ ସୃଷ୍ଟି କରିଛି l ଓଁ ଶିବ ବାବା ଟ୍ରଷ୍ଟ ଉପଭୋକ୍ତାମାନଙ୍କୁ ତୁରନ୍ତ ସେବା ଦେବା ସହ ଉର୍ନତମନର ସୋଲାର ଯୋଗାଉଛି `l ଯାହାଫଳରେ ସମସ୍ତଙ୍କର ବିଶ୍ଵାସଭାଜନ ହୋଇପାରିଛି l ଖାଲିସେତିକି ନୁହେଁ ଅନେକ ବେକାର ୟୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି l ଏଥିପାଇଁ ଓଁ ଶିବ ବାବା ଟ୍ରଷ୍ଟ ବୋଲଗଡ ମହୋତ୍ସବ, ଭାପୁର ମହୋତ୍ସବ ଓ ନୂଆଗାଁ ମହୋତ୍ସବରେ ସମ୍ୱର୍ଦ୍ଧିତ ହୋଇଛି l ଓଁ ଶିବ ବାବା ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସାରା ରାଜ୍ୟରେ କାମ କରୁଛି l ଏହି ଯୋଜନାରେ ସୋଲାର ଲଗାଇଲେ ମାସକୁ ୩୦୦ ୟୁନିଟ ମାଗଣାରେ ବିଜୁଳି ଉପଯୋଗ କରିପାରିବେ l ଏହି ଯୋଜନାରେ ସୋଲା ର ଲଗାଇଲେ ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ l ଏଥିପାଇଁ ସରକାର ୧,୩୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ଦେଉଛନ୍ତି l ଜଣେ ଉପଭୋକ୍ତା ମଧ୍ୟ ଯେ କୋଣସି ନ୍ୟାସନାଲ ବ୍ୟାଙ୍କରୁ ଲୋନ କରି ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ନିଜ ଛାତ ଉପରେ ସୋଲାର ସଂଯୋଗ କରିପାରିବ l ଟ୍ରଷ୍ଟ ବିଭିନ୍ନ କମ୍ପାନୀର ଯଥାକ୍ରମେ ଟାଟା, ଆଦାନି, ଲୁମିନାସ, ଆଇକନ, ଭିଂ-ଗାର୍ଡ଼, ୱାରୀ ଆଦି କମ୍ପାନୀର ସୋଲାର ଯୋଗାଉଛି l
