ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛିl ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଧ ସୋଲାର ପ୍ୟାନେଲ ସଂଯୋଗ କରି ରେକର୍ଡ ସୃଷ୍ଟି କରିଛି l ଓଁ ଶିବ ବାବା ଟ୍ରଷ୍ଟ ଉପଭୋକ୍ତାମାନଙ୍କୁ ତୁରନ୍ତ ସେବା ଦେବା ସହ ଉର୍ନତମନର ସୋଲାର ଯୋଗାଉଛିl ଯାହାଫଳରେ ସମସ୍ତଙ୍କର ବିଶ୍ଵାସଭାଜନ ହୋଇପାରିଛି l ଖାଲିସେତିକି ନୁହେଁ ଅନେକ ବେକାର ୟୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି l ଏଥିପାଇଁ ଓଁ ଶିବ ବାବା ଟ୍ରଷ୍ଟ ବୋଲଗଡ ମହୋତ୍ସବ, ଭାପୁର ମହୋତ୍ସବ ଓ ନୂଆଗାଁ ମହୋତ୍ସବରେ ସମ୍ୱର୍ଦ୍ଧିତ ହୋଇଛି l ଓଁ ଶିବ ବାବା ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସାରା ରାଜ୍ୟରେ କାମ କରୁଛି l ଏହି ଯୋଜନାରେ ସୋଲାର ଲଗାଇଲେ ମାସକୁ ୩୦୦ ୟୁନିଟ ମାଗଣାରେ ବିଜୁଳି ଉପଯୋଗ କରିପାରିବେ l ଏହି ଯୋଜନାରେ ସୋଲା ର ଲଗାଇଲେ ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ l ଏଥିପାଇଁ ସରକାର ୧,୩୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ଦେଉଛନ୍ତି l ଜଣେ ଉପଭୋକ୍ତା ମଧ୍ୟ ଯେ କୋଣସି ନ୍ୟାସନାଲ ବ୍ୟାଙ୍କରୁ ଲୋନ କରି ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ନିଜ ଛାତ ଉପରେ ସୋଲାର ସଂଯୋଗ କରିପାରିବ l ଟ୍ରଷ୍ଟ ବିଭିନ୍ନ କମ୍ପାନୀର ଯଥାକ୍ରମେ ଟାଟା, ଆଦାନି, ଲୁମିନାସ, ଆଇକନ, ଭିଂ-ଗାର୍ଡ଼, ୱାରୀ ଆଦି କମ୍ପାନୀର ସୋଲାର ଯୋଗାଉଛି l


Im intersed to joi with your company and give claint nd earn money im in puri distric